ହେ ମୋର ଭଗବାନ, ଅନୁଗ୍ରହ ଓ କରୁଣାର ଭଗବାନ ! ତୁମେ ହେଉଛ ସେହି ଦିବ୍ୟ ଅଧୀଶ୍ୱର, ସ୍ୱୟଂ ଯାହାଙ୍କ ର୍ନିେଶିତ ଶବ୍ଦରେ ସମଗ୍ର ସୃଷ୍ଟି ଅସ୍ତିତ୍ୱରେ ପରିଣତ ହେଲା ଏବଂ ତୁମେ ହେଉଛ ସର୍ବ- ଅନୁଗ୍ରହର୍ପୂ, ପରମ ପୁରୁଷ, ସ୍ୱୟଂ ଯାହାଙ୍କ ସେବକମାନଙ୍କର କାର୍ଯ୍ୟାବଳୀରେ ତାଙ୍କର କରୁଣା ପ୍ରଦାନ କରିଥିବାରୁ ତାଙ୍କୁ ବାଧା ସୃଷ୍ଟି କରିନାହାଁନ୍ତି କି ତାଙ୍କ ଅନୁଗ୍ରହର ପ୍ରକାଶସମୂହକୁ ସେମାନେ ବିଫଳ କରିନାହାନ୍ତି ।
ଏହି ସେବକକୁ ଯାତନା ଦିଅ, କାରଣ ତୁମର ଜଗତଗୁଡ଼ିକ ମଧ୍ୟରୁ ପ୍ରତିଟି ଜଗତରେ ତାହାର ମୋକ୍ଷ ନିମନ୍ତେ ଯାହା କାରଣ ହେବ ତାହା ଲାଭ କରିବାକୁ ମୁଁ ତୁମକୁ ସନିର୍ବନ୍ଧ ଅନୁରୋଧ କରୁଅଛି । ତୁମେ ହେଉଛ ବାସ୍ତବିକ, ସର୍ବଶକ୍ତିମାନ୍, ପରମ କ୍ଷମତାବାନ୍, ସର୍ବଜ୍ଞାତା, ସର୍ବ-ବିଜ୍ଞ ।
- Bahá'u'lláh