ହେ ମୋର ଈଶ୍ୱର ! ହେ ମୋର ପରମେଶ୍ୱର ! ତୁମ୍ଭର ଏହି ସେବକ ତୁମ୍ଭ ଆଡ଼କୁ ଅଗ୍ରସର ହୋଇ ତୁମ୍ଭ ଅନୁଗ୍ରହ କାମନାରେ ତଥା ତୁମ୍ଭ ବଦାନ୍ୟତାର ଆଶାରେ, ତୁମ୍ଭ ସାମ୍ରାଜ୍ୟ ଉପରେ ଭରସା ରଖି, ତୁମ୍ଭ ପ୍ରଦ ଉପହାର ସୁରା ଉନ୍ମାଦନାରେ ଉନ୍ମ ହୋଇ ତୁମ୍ଭ ସେବାର ମରୁମୟ ପ୍ରଦେଶରେ ପ୍ରବଳ କାମୋୀପନାରେ ଘୂରି ବୁଲୁଛି ।
ହେ ମୋର ପରମେଶ୍ୱର ! ତୁମ୍ଭର ପ୍ରଗାଢ଼ ବାସନାରେ ତାହାର ଔୁକ୍ୟ, ତୁମ୍ଭର ପ୍ରଶଂସାରେ ତାହାର ଏକନିଷ୍ଠତା ଏବଂ ତୁମ୍ଭର ପ୍ରେମାନୁରାଗରେ ତାହାର ଉାହ ପରିବର୍ଦ୍ଧନ କର । ବାସ୍ତବରେ ତୁମ୍ଭେ ହିଁ ପରମ ମଙ୍ଗଳମୟ ତଥା ଚରମ ଉଦାରତାର ପରିର୍ପୂ ଅଧିକାରୀ ।
ତୁମ୍ଭ ବ୍ୟତୀତ ପରମ କ୍ଷମାଶୀଳ ତଥା ପରମ କାରୁଣିକ ଆଉ କେହି ଈଶ୍ୱର ନାହାଁନ୍ତି ।
- The Báb