ହେ ପ୍ରଭୁ ! ପୃଥିବୀର ସମସ୍ତ ଜନଗଣଙ୍କୁ ତୁମ ଦିବ୍ୟ ଧର୍ମର ଅମରାବତୀ ମଧ୍ୟରେ ପ୍ରବେଶ ଲାଭ କରିବା ପାଇଁ ସମର୍ଥ କରାଅ । ଯ୍ୱାରା କୌଣସି ସୃଷ୍ଟ ପ୍ରାଣୀ ତୁମ ସୁ-ପ୍ରସାଦର ସୀମା ବାହାରେ ରହିବେ ନାହିଁ ।
ଆବହମାନ କାଳରୁ ଯାହା ତୁମକୁ ଆନନ୍ଦ ଦିଏ, ତାହା ସମ୍ପନ୍ନ କରିବା ପାଇଁ ତୁମେ ଶକ୍ତିଶାଳୀ ଅଟ ଏବଂ ଯାହା ତୁମେ ଆକାଙ୍କ୍ଷାକର ତାହା ଉପରେ ତୁମେ ଅତୀନ୍ଦ୍ରିୟ ଅଟ ।
- The Báb