ତୁମ୍ଭମାନଙ୍କ ପାଇଁ ଯାହା ଆମ୍ଭେ ପ୍ରକାଶ କରିଅଛୁ, ସେହି ସକଳ ବିଷୟର ସାରତ୍ୱ ହେଉଛି ନ୍ୟାୟ, ଯାହାକି ମନୁଷ୍ୟ ନିଜକୁ ବୃଥା କଳ୍ପନାରୁ ମୁକ୍ତ କରିବାକୁ ସମର୍ଥ ହେବ । ସ୍ୱୟଂ ତାଙ୍କର ଗୌରବମୟ କୃତିଗୁଡ଼ିକୁ ଏକତ୍ୱ ନୟନରେ ବିଚାର କରିବାକୁ ହେବ ଏବଂ ସକଳ ପଦାର୍ଥକୁ ଏକ ଅନୁସନ୍ଧିୁ ନୟନରେ ଅବଲୋକନ କରିବାକୁ ହେବ ।
- Bahá'u'lláh