ତୁମ ଶକ୍ତି ମାଧ୍ୟମରେ ମୁଁ ତୁମକୁ ଅନୁନୟ କରୁଛି, ହେ ମୋର ଈଶ୍ୱର ! ପରୀକ୍ଷାର ମୁର୍ହୂଗୁଡ଼ିକରେ କୌଣସି ପ୍ରକାର କ୍ଷତି ମୋତେ ଅବରୋଧ ନ କରୁ, ଏବଂ ମୋର ଅମନଯୋଗୀ ମୁର୍ହୂଗୁଡ଼ିକରେ ତୁମର ଭଗବତ୍ ପ୍ରେରଣା ଦ୍ୱାରା ମୋର ପଦକ୍ଷେପକୁ ଉପଯୁକ୍ତ ମାର୍ଗ ପ୍ରଦର୍ଶନ କର । ତୁମେ ହେଉଛ ପ୍ରଭୁ ! ତୁମର ଇଚ୍ଛାକୁ ପୂରଣ କରିବା ପାଇଁ ତୁମେ ଶକ୍ତି ସମ୍ପନ୍ନ ଅଟ । କୌଣସି ବ୍ୟକ୍ତି ତୁମର ଇଚ୍ଛା ବିରୁଦ୍ଧରେ ଯାଇପାରିବ ନାହିଁ କିମ୍ବା ତୁମ ଉଶ୍ୟେକୁ ପ୍ରତିରୋଧ କରିପାରିବ ନାହିଁ ।
- `Abdu'l-Bahá