ହେ ମୋର ପ୍ରଭୁ ! ହେ ମୋର ପ୍ରଭୁ !
ମୁଁ ଏକ କୋମଳମତି ଶିଶୁ । ତୁମ କରୁଣା ରୂପକ ଦୁଗ୍ଧ ପିଆଇ ମୋତେ ପ୍ରତିପାଳନ କର । ତୁମ ମାର୍ଗ ଦର୍ଶନ ପାଠଶାଳାରେ ମୋତେ ବିଦ୍ୟାଦାନ କର ଏବଂ ତୁମ କରୁଣାର ଚାୟାତଳେ ମୋତେ ବିକଶିତ କର । ଅନ୍ଧକାରରୁ ମୋତେ ମୁକ୍ତି ଦିଅ ଏବଂ ଏକ ଉଜ୍ଜ୍ୱଳ ଆଲୋକ କରିଦିଅ । ମୋତେ ଶୋକ ସନ୍ତାପରୁ ମୁକ୍ତ କର । ତୁମ ଗୋଲାପ ଉଦ୍ୟାନରେ ମୋତେ ଏକ ପୁଷ୍ପ କରି ଗଢ଼ । ତୁମ ପବିତ୍ର ଦ୍ୱାରଦେଶରେ ମୋତେ ଏକ ସେବକ ହେବା ନିମି ଅନୁମତି ଦିଅ ଏବଂ ମୋଠାରେ ସା୍ୱିକ ପ୍ରବୃି ଓ ଚରିତ୍ର ପ୍ରଦାନ କର । ମାନବ- ଜଗତ ପ୍ରତି କରୁଣାର ଉ ହେବା ନିମି ମୋତେ ଗଢ଼ିତୋଳ ଏବଂ ମୋର ମସ୍ତକକୁ ଚିରସ୍ଥାୟୀ ଜୀବନମଣି ଖଚିତ ମୁକୁଟ ଦ୍ୱାରା ସୁସଜ୍ଜିତ କର ।
ସତ୍ୟତଃ, ତୁମେ ସାମର୍ଥ୍ୟବାନ୍, ସର୍ବଶକ୍ତିମାନ୍, ଦିବ୍ୟଦ୍ରଷ୍ଟା ଓ ଦିବ୍ୟ ଶ୍ରୋତା ।
- `Abdu'l-Bahá