ହେ ତୁମ୍ଭେ ଦିବ୍ୟ ପରମ ପ୍ରଦାତା ! ଆମ୍ଭେମାନେ ଶୋଚନୀୟ ଅବସ୍ଥାରେ ରହିଛୁ, ଆମକୁ ତୁମର ସହାୟତା ମଞ୍ଜୁର କର; ଆମ୍ଭେମାନେ ବାସହୀନ ଓ ପଥଭ୍ରଷ୍ଟ, ଆମକୁ ତୁମର ଆଶ୍ରୟ ପ୍ରଦାନ କର; ଆମ୍ଭେମାନେ ଇତଃସ୍ତତ ହୋଇଅଛୁ, ତୁମେ ଆମକୁ ଏକତ୍ରିତ କର । ଆମ୍ଭେମାନେ ବିପଥଗାମୀ ହୋଇଛୁ, ତୁମ ଆୟତ ମଧ୍ୟରେ ଆମକୁ ଏକତ୍ର କର । ଆମ୍ଭେମାନେ ଲାିତ, ତୁମର ଏକ ଅଂଶ ତଥା ର୍ନିିଷ୍ଟ ଭାଗ ଆମକୁ ପ୍ରଦାନ କର । ଆମ୍ଭେମାନେ ତୁର୍ଷା, ଆମକୁ ଜୀବନର ସୁନିର୍ଝରଣୀ ନିକଟକୁ ମାର୍ଗ ଦେଖାଅ । ଆମ୍ଭେମାନେ ଦୁର୍ବଳ, ଆମକୁ ସବଳ କର, ଯ୍ୱାରା ଆମ୍ଭେମାନେ ତୁମ ଧର୍ମର ସେବା କରିବା ପାଇଁ ଜାଗ୍ରତ ହୋଇପାରିବୁ ଏବଂ ତୁମର ମାର୍ଗଦର୍ଶନ ପଥରେ ଏକ ଜୀବନ୍ତ ତ୍ୟାଗ ସଦୃଶ ଆମ୍ଭେମାନେ ନିଜକୁ ଉର୍ଗ କରିପାରିବୁ ।
- `Abdu'l-Bahá