ହେ ପ୍ରଭୁ ! ତୁମର ପ୍ରଶଂସାଗାନ ହେଉ । ଆମ୍ଭମାନଙ୍କ ପାପକୁ କ୍ଷମାକର, ଆମ୍ଭମାନଙ୍କ ଉପରେ କରୁଣା ଦେଖାଅ ଏବଂ ତୁମ ପାଖକୁ ପ୍ରତ୍ୟାର୍ବନ କରିବାକୁ ଆମ୍ଭଙ୍କୁ ସମର୍ଥ କର । ତୁମ ବ୍ୟତୀତ ଅନ୍ୟ କାହାଠାରେ ଆସ୍ଥା ନ ରଖିବାକୁ ଆମ୍ଭମାନଙ୍କୁ ଯାତନା ଦିଅ ଏବଂ ତୁମର ଅନୁଗ୍ରହ ମାଧ୍ୟମରେ ଆମକୁ କିଛି ମଞ୍ଜୁର କର, ଯେଉଁଗୁଡ଼ିକୁ ତୁମେ ଭଲପାଅ, ଆକାଙ୍କ୍ଷା କର ତଥା ତୁମକୁ ଯାହା ଉମ ରୂପେ ଉପଯୋଗୀ କରାଇଥାଏ, ଯେଉଁମାନେ ତୁମକୁ ବାସ୍ତବରେ ବିଶ୍ୱାସ କରିଛନ୍ତି, ସେମାନଙ୍କର ସ୍ଥାନକୁ ମହିମାନ୍ୱିତ କର ଏବଂ ସେମାନଙ୍କୁ ତୁମର ସଦୟ କ୍ଷମାଗୁଣରେ କ୍ଷମା ପ୍ରଦାନ କର ।
ବାସ୍ତବରେ, ତୁମେ ହେଉଛ ସଂକଟରେ ପରମ ସହାୟ, ସ୍ୱୟଂଭୁ ।
- Bahá'u'lláh