ହେ ଦିବ୍ୟ ବିଧାତା ! ଦୈହିକ କାମନାଗୁଡ଼ିକରୁ ମୁଁ ଯେପରି ବିରତ ହୋଇଛି ଏବଂ କୌଣସି ଖାଦ୍ୟ ତଥା ପାନୀୟରୁ ଯେପରି ନିବୃ ଅଛି, ଠିକ୍ ସେହିପରି ମୋର ହୃଦୟକୁ ତୁମ ବ୍ୟତୀତ ଅନ୍ୟ ସମସ୍ତଙ୍କ ପ୍ରେମଠାରୁ ଶୁଦ୍ଧ ଏବଂ ପରିଷ୍କୃତ କରିଦିଅ ଏବଂ ଭ୍ରଷ୍ଟ ଇଚ୍ଛା ଏବଂ ଶଇତାନ୍ ପ୍ରବୃିଗୁଡ଼ିକରୁ ମୋର ଆତ୍ମାକୁ ସୁରକ୍ଷିତ ରଖ, ଯାହାଫଳରେ ମୋର ଚେତନା ପବିତ୍ରତାର ପ୍ରଶ୍ୱାସ ସହ ସଂଳାପ କରିପାରିବ ଏବଂ ତୁମ ବ୍ୟତୀତ ଉଲ୍ଲେଖ କରାଯାଇଥିବା ସକଳ ବସ୍ତୁରୁ ଉପବାସ ରହିପାରିବ ।
- `Abdu'l-Bahá